Advertisment

ଖଣିକୁ ବିରୋଧ ରାଉରକେଲାରୁ ଝାରସୁଗୁଡ଼ାକୁ ରାସ୍ତା ବନ୍ଦ |Adivasi Protest Halts Sundargarh–Rajgangpur Road |OR

author-image
Odisha Reporter

ଖଣିକୁ ବିରୋଧ ରାଉରକେଲାରୁ ଝାରସୁଗୁଡ଼ାକୁ ରାସ୍ତା ବନ୍ଦ |Adivasi Protest Halts Sundargarh–Rajgangpur Road |OR

Advertisment

ଖଣି ସଂପ୍ରସାରଣକୁ ଜୋରଦାର ବିରୋଧ। ରାଜଗାଙ୍ଗପୁର ଲାଞ୍ଜିବେଣାରେ ଖଣି ସଂପ୍ରସାରଣ କାମକୁ ବିରୋଧ କରି ହଜାର ହଜାର ଆଦିବାସୀଙ୍କ ପ୍ରତିବାଦ। ସୁନ୍ଦରଗଡ଼-ରାଜଗାଙ୍ଗପୁର ରାସ୍ତା ୧୨ ଘଣ୍ଟିଆ ଅବରୋଧ କରିଛନ୍ତି। ରାଜଗାଙ୍ଗପୁରରେ ଥିବା ଏକ କମ୍ପାନୀର ଖଣି ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରି ଆସୁଛନ୍ତି ଲାଞ୍ଜିବେଣାକୁ ଲାଗି ଥିବା ୫ଟି ପଞ୍ଚାୟତର ଅଧିବାସୀ। ମରିବୁ ପଛେ ଇଞ୍ଚେ ଜମି ଦେବୁ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ଅଞ୍ଚଳବାସୀ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#MineExpansion#AdivasiProtest#Rajgangpur#Sundargarh#LandRights#RoadBlockade#MiningRow#PublicProtest#OdishaReporter

Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News