#ତେଲ_ସରିଯିବା_ଗୁଜବ
#ପେଟ୍ରୋଲ_ପମ୍ପରେ_ଲମ୍ୱା_ଲାଇନ୍
ସିଲିଣ୍ଡର ଦର ବୃଦ୍ଧି ପରେ ଏବେ ପେଟ୍ରୋଲ ଦର ବଢ଼ିଯିବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଭିଡ଼ । ମାଲକାନଗିରିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ତେଲ ସରିଯିବା ଏବଂ ଦର ବଢ଼ିବା ଭୟରେ ପେଟ୍ରୋଲ ପମ୍ପରେ ଭିଡ଼ ହୋଇଛି । ଗତକାଲି ରାତି ଓ ଆଜି ସକାଳେ ପେଟ୍ରୋଲ ପମ୍ପ ଗୁଡିକରେ ଭିଡ଼ ଦେଖିବାକୁ ମିଳିଛି । ପେଟ୍ରୋଲ ଡିଜେଲ ସରିଯିବା ଗୁଜବ ପରେ ମାଲକାନଗିରି ସଦର ମହକୁମାର କିଛି ପେଟ୍ରୋଲ ପମ୍ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏଭଳି ଗୁଜବରେ ବିଶ୍ୱାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା ସରକାର ସ୍ପଷ୍ଟ କରିସାରିଛନ୍ତି ।
#OdishaFuelRumour_Malkangiri#OdishaPetrolPumpRush
#FuelSupplyUpdate_India#PublicPanic_Malkangiri
#FuelPriceConcern#PetrolPumpQueues#RumourAlert
#EnergySupply#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us