#ମିଛ_ପ୍ରଚାର_କରୁଥିଲେ_ଦମନ_ହେବେ
କଟକ ସହରର ଭଷାଣୀ ଗଣ୍ଡଗୋଳ ଏବଂ ପରବର୍ତ୍ତୀ ହିଂସା ସମ୍ପର୍କିତ କୌଣସି ଫଟୋ ଭିଡ଼ିଓ ଆପଣ ସୋସିଆଲ ମିଡିଆ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ସେୟାର କରୁଥିଲେ ଏଥିରୁ କ୍ଷାନ୍ତ ରୁହନ୍ତୁ। ଆପଣଙ୍କ ପୋଷ୍ଟ ପାଇଁ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କଲାଭଳି ସ୍ଥିତି ଉପୁଜିଲେ କଠୋର ଦଣ୍ଡରେ ଦଣ୍ଡିତ ହେବେ। ଆପଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବ କମିଶନରେଟ୍ ପୋଲିସ । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#cuttack#socialmedia#CommissioneratePolice#Tension#falseinformation
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
