#ପୀଡିତାଙ୍କୁ_ଭେଟିଲେ_ସ୍ବାସ୍ଥ୍ୟମନ୍ତ୍ରୀ
ଆବଶ୍ୟକ ପଡ଼ିଲେ ଭୁବନେଶ୍ୱର କିମ୍ବା ଦିଲ୍ଲୀକୁ ସିଫ୍ଟ ହୋଇପାରନ୍ତି ରାଉରକେଲାର ପୀଡିତା। ଆଜି ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପରେ ଏଭଳି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଙ୍ଗ। ଆଜି ଇସ୍ପାତ ଜେନେରାଲ ହସପିଟାଲକୁ ଆସି ସ୍ବାସ୍ଥ୍ୟମନ୍ତ୍ରୀ ପୀଡ଼ିତାଙ୍କୁ ଭେଟିଛନ୍ତି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟିଲା, ତାହା ଏବେ ବି ଅସ୍ପଷ୍ଟ। ମାମଲାରେ ଜଣେ ଯୁବକକୁ ଗିରଫ କରିବା ସହ ସୁନ୍ଦରଗଡ ପୋଲିସ ତନାଘନା କରୁଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaNews#Rourkela#HealthMinister#SundargarhPolice#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
