Advertisment

ସୁଦାନର ଛାତିଥରା କାହାଣୀ ବଖାଣିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ | Odia Youth Kidnapped in Sudan

author-image
Odisha Reporter

ସୁଦାନର ଛାତିଥରା କାହାଣୀ ବଖାଣିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ | Odia Youth Kidnapped in Sudan War Returns to India Safely |Odisha Reporter
ମୁକ୍ତ ହେବା ପରେ ଭାରତ ଫେରିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ। ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା । ଆଜି ଜନ୍ମମାଟିରେ ପହଞ୍ଚିଲେ। ଆବୁଧାବିରୁ ବିମାନ ଯୋଗେ ହାଇଦ୍ରାବାଦ ଓ ସେଠୁ ଭୁବନେଶ୍ୱର ପହଞ୍ଚିଛନ୍ତି। ସୁଦାନରେ ଆଦର୍ଶକଙ୍କୁ ଉଠାଇ ନେଇଥିଲେ ବିଦ୍ରୋହୀ ଆତଙ୍କୀ ସଂଗଠନ RSFର ସଦସ୍ୟ। ପରିବାର ଲୋକଙ୍କ ପାଖକୁ ଆସିଥିବା ଭିଡ଼ିିଓରେ ଆତଙ୍କୀମାନେ ଏକ ଜଙ୍ଗଲରେ ତାଙ୍କୁ ରଖିଥିବା ଦେଖିବାକୁ ମିଳିଥିଲା।
#SudanCrisis#OdishaNews#IndianAbroad#Homecoming#BreakingNews#odishareporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Indian rescue story Bhubaneswar news today Odisha breaking news Indians trapped in war zone Odia migrant story Sudan crisis news Indian hostage Sudan Adarsha Behera Sudan Jagatsinghpur News Odisha News Today Indian kidnapped abroad RSF rebels Sudan Odia youth in Sudan Sudan civil war Odisha National News oriya news today oriya samachar ajira odia news odisha reporter youtube Odisha Reporter odia breaking news Odisha News