Advertisment

ସୁଦାନର ଛାତିଥରା କାହାଣୀ ବଖାଣିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ | Odia Youth Kidnapped in Sudan

Advertisment

ସୁଦାନର ଛାତିଥରା କାହାଣୀ ବଖାଣିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ | Odia Youth Kidnapped in Sudan War Returns to India Safely |Odisha Reporter
ମୁକ୍ତ ହେବା ପରେ ଭାରତ ଫେରିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ। ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା । ଆଜି ଜନ୍ମମାଟିରେ ପହଞ୍ଚିଲେ। ଆବୁଧାବିରୁ ବିମାନ ଯୋଗେ ହାଇଦ୍ରାବାଦ ଓ ସେଠୁ ଭୁବନେଶ୍ୱର ପହଞ୍ଚିଛନ୍ତି। ସୁଦାନରେ ଆଦର୍ଶକଙ୍କୁ ଉଠାଇ ନେଇଥିଲେ ବିଦ୍ରୋହୀ ଆତଙ୍କୀ ସଂଗଠନ RSFର ସଦସ୍ୟ। ପରିବାର ଲୋକଙ୍କ ପାଖକୁ ଆସିଥିବା ଭିଡ଼ିିଓରେ ଆତଙ୍କୀମାନେ ଏକ ଜଙ୍ଗଲରେ ତାଙ୍କୁ ରଖିଥିବା ଦେଖିବାକୁ ମିଳିଥିଲା।
#SudanCrisis#OdishaNews#IndianAbroad#Homecoming#BreakingNews#odishareporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Odisha Reporter Odisha News National News odia breaking news odisha reporter youtube ajira odia news oriya news today Odisha breaking news Odisha News Today Jagatsinghpur News oriya samachar Bhubaneswar news today Sudan civil war Odia youth in Sudan RSF rebels Sudan Indian kidnapped abroad Adarsha Behera Sudan Indian hostage Sudan Sudan crisis news Odia migrant story Indians trapped in war zone Indian rescue story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe