Advertisment

ଅଞ୍ଜଳି ମର୍ଡର ... କିନ୍ନର ଗ୍ୟାଙ୍ଗୱାର୍ ନା ହାଇୱେ ଲୁଟେରା || Justice For Anjali || Odisha Reporter

author-image
Odisha Reporter

କିନ୍ନର ଅଞ୍ଜଳିକୁ ମାରିଲା କିଏ ? ଆସ୍ତେ ଆସ୍ତେ ସତ ପଦାକୁ ଆସୁଛି । ୨ଟି ଦିଗ-କିନ୍ନର ଗ୍ୟାଙ୍ଗୱାର୍ ନା ହାଇୱେ ଲୁଟେରା ମାରିଲେ ଅଞ୍ଚଳିଙ୍କୁ?ସିନ୍ଦିଗ୍ଧ ୧୦ ଜଣଙ୍କୁ ପଚାରାଉଚୁରା ମଧ୍ୟରେ ୩ ରୁ ୪ କିନ୍ନର ଅଛନ୍ତି । କିନ୍ନର ପରମ୍ପରା ଆପଣେଇ ନଥିବାରୁ କାହାର ଚେଲା ନଥିଲେ ଅଞ୍ଜଳି ! ଅନ୍ଧାରିଆ ରାସ୍ତା ଓ ବାଲିଗଦାର ସୁଯୋଗ ନେଇ ମାରିଦେଲେ କି ହାଇୱେ ଲୁଟେରା?
#KinnarGangWar#HighwayLoot#JusticeForAnjali#OdishaReporter

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Shocking murder case Odisha breaking news Crime News Today Suspects Questioned Murder Case Breaking crime news Kinnar News Odisha Police Investigation Update Murder Mystery India Odisha crime news Highway Robbers Murder Kinnar Gang War transgender murder case Kinnar Anjali Murder Odisha National News oriya news today odia khabar odia news live news in odia today news odisha reporter youtube national news in odia Odisha Reporter