ସମ୍ବଲପୁର ଝାଡୁଦାର ଚାକିରି ଫ୍ରଡ୍ ରେ ପୁଣି ଏକ ବଡ଼ ଆକ୍ସନ । ଚାରପାଲିର ଜଣେ ମହିଳାଙ୍କଠୁ ୧୩ ଲକ୍ଷ ଜବତ, ଆଉ ୨୦ ଜଣ ଅଟକ । ମହିଳା ଜଣକ ଠକ କମ୍ପାନୀର ସୁପରଭାଇଜର ଭାବେ ୪୯୨ ଜଣଙ୍କଠାରୁ ଟଙ୍କା ଆଣିଥିଲେ। ଝାଡୁଦାର ଚାକିରି କରାଇବା ଘଟଣାରେ ଏବେ ଖୋଳତାଡ଼ କରୁଛି ସମ୍ବଲପୁର ପୋଲିସ।
#CrimeNews_Sambalpur#JobFraud_Odisha#SweeperJobScam#MoneySeizure_Fraud#OdishaNews#EmploymentScam_India#13Lakh_Seized_Sambalpur#odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
