Advertisment

ଆଉ ଜଣେ ସାବିତ୍ରୀ, ଭାଲୁ ସହ ଲଢିଲେ, ସ୍ବାମୀଙ୍କ ଜୀବନ ବଞ୍ଚାଇଲେ | Odisha Reporter

Advertisment

#ସ୍ୱାମୀଙ୍କ_ଜୀବନ_ପାଇଁ_ଭାଲୁ_ସହ_ଲଢ଼ିଗଲେ
ଭାଲୁ ମୁହଁରୁ ବର୍ତ୍ତିଲା ଜୀବନ। ମରୁମରୁ ବଞ୍ଚିଗଲେ। ଗୋଟାଏ କି ଯୋଡାଏ କାଁ ଭାଁ ଭାଲୁ ନୁହେଁ। ଏକାବେଳେ ୬ ଟିକିଆ ଭାଲୁ ପଲ ମୁହଁରୁ ଜୀବନ ବଞ୍ଚାଇ ଫେରି ଆସିଛନ୍ତି ଏହି ବ୍ୟକ୍ତି ଜଣକ। ତାହା ପୁଣି ତାଙ୍କ ସ୍ତ୍ରୀଙ୍କ ଲାଗି। ନିଜ ଜୀବନକୁ ବାଜି ଲଗାଇ ସୁହାଗ ବଞ୍ଚାଇ ଫେରିଥିବା ଏ ସାହସି ମହିଳା ଜଣକ ହେଉଛନ୍ତି ଆଉ ଜଣେ ସାବିତ୍ରୀ ନାଁ ତାଙ୍କର ଲିଲି ସୋରେନ୍।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Mayurbhanj#BearAttack#LilySoren#BraveWoman#OdiaNews#BearAttackOdisha#RealHero#OdishaNews#ViralNews#ForestAttack#MalideSoren#Humanity

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe