#ରାଜବାଟି_ବୁଲିଲେ_ଅରିଜିତ_ସିଂ
ଯାଜପୁର ଜିଲ୍ଲା ଗଡ ମଧୁପୁର ରାଜବାଟିରେ ବଲିଉଡ୍ ତାରକା ଅର୍ଜିତ ସିଂ । ମଧୁପୁର ରାଜ ବାଟିର ଐତିହ ଓ ପରମ୍ପରା ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିବାରୁ ଏବଂ ତାର ପ୍ରାକୃତିକ ଶୋଭା ମନମୁଗ୍ଧକର ହୋଇଥିବାରୁ ଏଠାକୁ ପ୍ରତ୍ୟହ ପର୍ଯ୍ୟଟକ ମାନଙ୍କ ଆଗମନ ହୋଇଥାଏ। ସାମାଜିକ ଗଣ ମାଧ୍ୟମରୁ ଏହାର ସୋନ୍ଦର୍ଯ୍ୟକୁ ଦେଖି ବଲିଉଡରେ ଗାୟକ ଭାବରେ ବେଶ୍ ସୁନାମ ଅର୍ଜନ କରିଥିବା ସେଲିବ୍ରିଟି ଅର୍ଜିତ ସିଂ ସୋମବାର ମଧୁପୁର ରାଜବାଟି ରେ ପହଞ୍ଚିଥିଲେ। ତାଙ୍କର କିଛି ପରିବାର ସଦସ୍ୟ ଓ ସଙ୍ଗୀତ ସହଯୋଗୀ ମାନଙ୍କ ସହ ରାଜବାଟିର ରହସ୍ୟ ଓ ଇତିହାସକୁ ଅତି ନିକଟରୁ ଦେଖିଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Jajpur#arijitsingh#madhupur#RAJBATI#bollywoodsinger
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
