ମନର ବ୍ୟଥା ବଖାଣିଲେ ଅରୁଣ | Arun Sahu’s Explosive Speech Creates Buzz in Nayagarh! | Odisha Reporter
ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଭାଷଣକୁ ନେଇ ଚର୍ଚ୍ଚା । ଗତକାଲି ନୟାଗଡ଼ରେ ଅନୁଷ୍ଠିତ ବରିଷ୍ଠ ନାଗରିକ ସଭାରେ ଅରୁଣ ଦେଇଥିବା ଭାଷଣ ହଲଚଲ ସୃଷ୍ଟି କରିଛି । ଉତ୍ତର ଦାୟିତ୍ୱ ନିଜ ଉପରକୁ ନ ନେଇ ଦାୟିତ୍ୱ ନିର୍ବାହ କରିବାରେ ତୁମେ ବିଫଳ ବୋଲି ଅଧିକ କସରତ ହେଉଛି । ସେହିପରି କହିଛନ୍ତି ବିଗତ ସରକାର ମାନଙ୍କର ତ୍ରୁଟିର ପରିଣାମ ଆଜି ଭୟଙ୍କର ହେଉଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#ArunSahu#BJDMLA#Nayagarh#OdishaPolitics
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
