Advertisment

500ଟଙ୍କା ପାର୍କିଂ ଫିକୁ ନେଇ ସ୍ପଷ୍ଟ କଲେ ଅରବିନ୍ଦ || Puri Bhakta Nivas Parking Fee Controversy ||OR

author-image
Odisha Reporter

ଭକ୍ତ ନିବାସ ପାର୍କିଂ ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଭକ୍ତ ନିବାସରେ ରୁମ୍ ଭଡ଼ା ବୃଦ୍ଧି କରାଯିବ ନାହିଁ । ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ୍ ଭଡା ଦିଆଯାଉଛି । ବାହାରୁ ଆସୁଥିବା ଅନେକ ଭକ୍ତମାନେ ଚାରିଚକିଆ ଗାଡି ନେଇ ଆସୁନାହାନ୍ତି । ଯେଉଁମାନେ ଭକ୍ତ ନିବାସରେ ରହିବା ପାଇଁ ଚାରିଚକିଆ ଆଣି ଆସୁଛନ୍ତି ସେମାନେ ଏହି ପାର୍କିଂ ଫି ଦିନକୁ ୫ଶହ ଟଙ୍କା ଦେବେ । ଅନ୍ୟ ବାହାର ଲୋକ କେହି ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#parkingfeehike#Puri#BhaktaNiwas#arabindapadhee

Advertisment
Puri pilgrimage news temple administration Odisha OTV FeeDin Odisha News Live Srimandir administration news Bhakta Nivas latest update Puri travel news devotees parking issue Puri Odisha breaking news today Jagannath temple news Puri parking fee update Bhakta Nivas room rent Srimandir chief administrator statement Puri Temple News Bhakta Nivas parking controversy Puri Srimandir parking fee Odisha odisha reporter youtube Odisha Reporter