Advertisment

ଅତନୁଙ୍କୁ ଅଂଶୁମାନ ହରା ଗୁମର ଖୋଲିଲେ ଅରବିନ୍ଦ | Odisha Reporter

author-image
Odisha Reporter

#ଅତନୁଙ୍କ_ଅଂଶୁମାନ_ହରା_ଗୁମର_ଖୋଲିଲେ_ଅରବିନ୍ଦ
ଅତନୁଙ୍କୁ ଆଇନା ଦେଖାଇଦେଲେ ଅରବିନ୍ଦ .. ସିଧା ସିଧା ନିଶାନା କଲେ .. କେନ୍ଦ୍ରାପଡାରେ ସାଂସଦ ପ୍ରାର୍ଥୀ ହାରିବାକୁ କିଏ କରିଥିଲା ଷଡଯନ୍ତ୍ର ବୋଲି ପ୍ରଶ୍ନ କଲେ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ସବୁଠାରୁ କମ୍ ଭୋଟ୍ ମହାକାଳପଡାରେ ଅଂଶୁମାନ ମହାନ୍ତିଙ୍କୁ ମିଳିଥିଲା । ସେଠାରେ ବିଜେଡି ପ୍ରାର୍ଥୀ 40 ହଜାର ଭୋଟରେ ପଛୁଆ ଥିବା କଥା ଉଠାଇ ମହାକାଳପଡାର ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ କାଠ ଗଡାକୁ ଟାଣିଛନ୍ତି ଅରବିନ୍ଦ ମହାପାତ୍ର ।..

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#ArvindMohapatra#atanusabyasachinayak#odishapolitics#Bhubaneswar#OdishaReporter

Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News