Advertisment

ଜିଲ୍ଲାପାଳଙ୍କ କଥା ଶୁଣି ମାଉସୀ ଖାଲି କାନ୍ଦିଲେ |Subarnapur Collector | Tarasa Bag Mausi |Odisha Reporter

author-image
Odisha Reporter

#ଏ_ଲୁହ_ଖୁସିର_ଲୁହ
ଶେଷରେ ତରାସଙ୍କ ମୁହଁରେ ଫୁଟିଲା ହସ । ଭିକ୍ଷାବୃତି କରି ନିଜ ପେଟ ପୋଷିବା ସହ ଦୁଇଟି ଗୋରୁ ଏବଂ ୧୧ ଗୋଟି ବିରାଡିଙ୍କୁ ପୋଷିଥିବା ବୃଦ୍ଧା ତରାସ ଥିଲେ ଚିନ୍ତାରେ । କାଳେ ପୁର୍ବଭଳି ତାଙ୍କ ଅତିପ୍ରୀୟ ଗୋରୁ ଦୁଇଟିକୁ ପ୍ରଶାସନ କାଂଜିଆହୁଦାକୁ ନେଇଯିବ ଭାବି ସେ ଚିନ୍ତା କରୁଥିଲେ । ଏଇ ଖବର ଜିଲ୍ଲାପାଳଙ୍କ ପାଖରେ ପହଂଚିଲା ପରେ ରାତି ୯ଟାରେ ତରାସଙ୍କ ପାଖରେ ଜିଲ୍ଲାପାଳ ପହଂଚି ପ୍ରତିଶୃତି ଦେବାପରେ ଏବେ ତରାସଙ୍କ ମୁହଁରେ ଫୁଟିଛି ହସ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Collector#taras#poorwomen#subarnapur

Advertisment
Animal Lover Tarasa Bag Sonepur Cow Lover Tarasa Bag Mausi Odisha News Today Odisha happy ending story Odisha district collector Odisha rural story Odisha local news Odisha animal welfare Odisha good news Odisha viral heartwarming Odisha cows rescued Odisha district administration Elderly farmer Odisha Odisha Viral News Odisha heartwarming story Taras Odisha odisha reporter youtube Odisha Reporter Odisha News