Advertisment

ବିଡାଏ ଟଙ୍କା ଥିବା ହଜିଲା ବ୍ୟାଗ୍ ଫେରାଇଲେ ଅଟୋ ଡ୍ରାଇଭର |Lost Bag Returned Safely! |Humanity Still Exists

Advertisment

ହଜିଲା ବ୍ୟାଗ ଫେରିଛି, ଛାଡି ଆସିଥିବା ସବୁ ଚିଜ ପୁଣି ମିଳିଛି। ଦେଖୁ ନାହାନ୍ତି କେମିତି ଖୁସିରେ ନିଜ ବ୍ୟଗକୁ ଅଣ୍ଡାଳି ପକାଉଛନ୍ତି ବ୍ୟକ୍ତି ଜଣକ। ଟଙ୍କା ପଇସାଠୁ ଆରମ୍ଭ କରି ଅତି ଆବଶ୍ୟକୀୟ କାଗଜପତ୍ର, ସବୁ ସେମିତି ଅଛି, ଯେମିତି ପୂର୍ବରୁ ଥିଲା। ଏମିତିକି ବ୍ୟାଗ ଭିତରେ ଥିବା ଦାନ୍ତକିଲି ଜରିଟାବି ଅକ୍ଷତ ରହିଛି। ତା’ ମାନେ ତାଙ୍କ ବ୍ୟାଗକୁ କେହି ଛୁଇଁ ନାହାନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#digapahandi#missingbagfound#specialstory#autodriver_returnbag#humanintereststory

Advertisment
Odisha Odisha Reporter National News national news in odia odisha reporter youtube news in odia odia news live oriya news today Viral news Odisha oriya samachar Odisha human story lost bag returned good people story heart touching story india bag found video lost and found moment emotional viral video feel good story india honest person story odisha reporter viral returning lost items viral content india positive news india
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe