#ଅନୁପ୍ରବେଶକାରୀଙ୍କ_ଉପରେ_କଡ଼ା_ନଜର
ତଟବର୍ତ୍ତୀ ଅଞ୍ଚଳର ଚାଲିଛି କଡ଼ା ଚେକିଂ । ମୁଖ୍ୟତଃ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ନଜର ରଖିବା ପାଇଁ ବିଭିନ୍ନ ସମୁଦ୍ର ମଧ୍ୟକୁ ଯାଉଥିବା ବିଭିନ୍ନ ବୋଟ ଉପରେ ରହିଛି ନଜର । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଷିଆ ମେରାଇନ ଥାନା ଅଞ୍ଚଳରେ ଥିବା କଷିଆ ଜେଟିରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bangladeshi#security#odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us