Advertisment

ଆନ୍ଦୋଳନରେ କର୍ମଚାରୀ ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ || Bank Employees Protest || Bhubaneswar || OR

author-image
Odisha Reporter

ଆନ୍ଦୋଳନରେ କର୍ମଚାରୀ ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ || Bank Employees Protest || Bhubaneswar || Odisha Reporter
ଆଜି ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ସପ୍ତାହରେ ୫ ଦିନ କାମ କରିବା ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଛି । ଲଗାତାର ଚତୁର୍ଥ ଦିନ ପାଇଁ ସରକାରୀ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି । ନଗଦ ଟଙ୍କା ଜମା ଓ ଚେକ୍ କ୍ଲିୟରାନ୍ସ ଭଳି କାମ ପ୍ରଭାବିତ ହେବାର ସମ୍ଭାବନା ରହିଛି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#BankStrike_UFBU#PublicSectorBanks_India#LabourProtest_BankEmployees#BankingServices_India
#FiveDayWorkWeek#ChequeClearance#CashDeposit#NationwideProtest#OdishaReporter

Advertisment
Bank Strike Explained Latest Bank Update India News Banking News Today Cash Deposit Problem Cheque Clearance Issue Bank Services Affected Public Sector Banks India Bank Employees Protest United Forum of Bank Unions UFBU Strike Government Bank Strike India Nationwide Bank Strike Bank Strike Today Odisha Reporter Odisha National News oriya news today oriya samachar ajira odia news odisha reporter youtube national news in odia