#ରାସ୍ତାରେ_ଆକସ୍ମିକ_ଭାବେ_ବାରମ୍ବାର_ଚେକ୍_କରିବା_ଦରକାର
ଆମ ବସର ବାରମ୍ବାର ଦୁର୍ଘଟଣାକୁ ଦେଖି ଚଳିତ ବର୍ଷ ଜୁଲାଇ 25 ତାରିଖରେ ହାଇକୋର୍ଟ ଏ ନେଇ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଏହାର ଶୁଣାଣି ଜାରି ରଖିଛନ୍ତି। ନିକଟରେ ହାଇକୋର୍ଟ କହିଥିଲେ- ମଦ୍ୟପ କର୍ମଚାରୀଙ୍କ ବ୍ରେଦ୍ ଆନାଲାଇଜର ଟେଷ୍ଟକୁ କେବଳ ଡିପୋରେ ସୀମିତ ନ ରଖି ବାଟରେ ଆକସ୍ମିକ ଯାଞ୍ଚ୍ କରାଯାଉ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#crut#amabus#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us