#8_ବର୍ଷ_ପରେ_ବି_ମିଳୁନି_ବକେୟା_ପ୍ରାପ୍ୟ!
ନାଁ ନିର୍ମଳ କୁମାର ସାହୁ। 8 ବର୍ଷ ତଳେ TDCC ଅର୍ଥାତ୍ ଆଦିବାସୀ ଉନ୍ନୟନ ସମବାୟ ନିଗମର ଏମଡିଙ୍କ ପିଏ ଭାବେ ଅବସର ନେଲେ। ହେଲେ ଏପର୍ଯ୍ୟନ୍ତ ସେ ନିଗମ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି ତାଙ୍କର ଉପଯୁକ୍ତ ବକେୟା ପ୍ରାପ୍ୟ ମିଳୁନାହିଁ। ଅନୁସୂଚିତ ଜନଜାତି ଲୋକଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ଆଣି ବଜାରରେ ବିକୁଥିବା TDCCର ଏଭଳି ନିଷ୍କ୍ରିୟତା ତାଙ୍କୁ ଅଭାବ ଭିତରକୁ ଠେଲି ଦେଇଛି…
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Odisha#TDCC#bhubaneswar
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
