#ଏଇଟା_ଫାଇନାଲ୍_ଲିଷ୍ଟ_ତ ?
ସାମ୍ବାଦିକ ସମ୍ମିଳନୀ କରି ନବୀନଙ୍କୁ ଜବାବ ଦେଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । 'ପ୍ରଥମେ କହିଲେ ଆଣ୍ଟିପାର୍ଟି ଆକ୍ଟଭିଟିରେ ସାମିଲ ଥିଲି, ପରେ କହିଲେ ମିଡ୍ ଡେ ଅପରେସନରେ ସାମିଲ ଥିଲି, ପୁଣି କହିଲେ ଏମପି ପ୍ରାର୍ଥୀଙ୍କୁ ହରାଇଦେଲି, ଏବେ କହୁଛନ୍ତି ପାଟକୁରା ବାସୀଙ୍କୁ ହାଇରାଣ କରୁଥିଲି । ମୁଁ ଜାଣିବାକୁ ଚାହୁଁଛି କେଉଁ କଥାଟା ସତ । ଏଇଟା ଫାଇନାଲ୍ ଲିଷ୍ଟ ତ ।'
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#pressmeet#ArvindMohapatra#patkura#BJD#controversy
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
