#ପିଲାଙ୍କ_ସହ_ଖାଇଲେ_ବୈଜୟନ୍ତ
କେନ୍ଦ୍ରାପଡା ହାଇସ୍କୁଲ ଖେଳ ପଡ଼ିଆରେ ସାଂସଦୟ ସ୍ତରୀୟ ଖେଳ ମହୋତ୍ସବ ଫାଇନାଲ ମ୍ୟାଚ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଜୋନ ଅଧୀନ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ। ଫାଇନାଲକୁ ଉନ୍ନୀତ ହୋଇ ଥିବା ବିଭିନ୍ନ ଦଳ ପ୍ରତିଯୋଗୀଙ୍କ ମଧ୍ୟରେ ଭଲି ବଲ୍ , ପୁରୁଷ କବାଡି, ମହିଳା ଖେଳ ପ୍ରତିଯୋଗିତା ହେଉଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ କିଛି ସମୟ ଖେଳ ଦେଖିଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#BaijayantJayPanda#Kendrapada#sansadkridamahotshav
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
