Advertisment

ବାର୍ତ୍ତା ଦେଲେ ବୈଜୟନ୍ତ … ଶର୍ମିଷ୍ଠା ବାଢ଼ିଲେ ସମସ୍ତେ ଖାଇଲେ | Rajnagar Anganwadi Case | MP Baijayant Panda

author-image
Odisha Reporter

#ଶର୍ମିଷ୍ଠା_ବାଢ଼ିଲେ_ସମସ୍ତେ_ଖାଇଲେ
ଯୋଉ ଝିଅ ହାତରୁ ଖାଦ୍ୟ ଖାଇବେ ନାହିଁ ବୋଲି ପିଲାଙ୍କୁ କେହି ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡୁ ନଥିଲେ, ସେଇ ଝିଅ ହାତରୁ ସମସ୍ତେ ଖାଦ୍ୟ ଖାଇଲେ। ସେଇ ଝିଅ ବାଢ଼ିଲା ସମସ୍ତେ ପଙ୍ଗତରେ ଖାଇଲେ।... କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ଘଡିଆମାଳ ଗ୍ରାମପଞ୍ଚାୟତର ନୂଆଗାଁରେ ଅନ୍ୟମାନଙ୍କ ସହ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଵୈଜୟନ୍ତ ପଣ୍ଡା।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#BaijayantPanda#anganwadi#Kendrapada#caste

Advertisment
Political News Odisha Odisha News Today Kendrapara positive story Odisha ground report Anganwadi centre Kendrapara Baijayant Panda speech Odisha social issue news Rajnagar constituency update Kendrapara viral video BJP leader Odisha news Odisha latest breaking news Anganwadi controversy Odisha MP ate Anganwadi food Kendrapara Rajnagar news Baijayant Panda latest visit Odisha Anganwadi news Rajnagar Anganwadi case Kendrapara MP news Baijayant Panda