Advertisment

କେନ୍ଦ୍ରପଡ଼ାରେ ବଡ଼ ହସ୍ପିଟାଲ ଭୂମିପୂଜା କଲେ ବୈଜୟନ୍ତ || Kendrapara MP Baijayant Panda || Odisha Reporter

author-image
Odisha Reporter

କେନ୍ଦ୍ରାପଡ଼ାରେ ସାଇ ଆରୋଗ୍ୟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଭୂମି ପୂଜନ। ଦାନପୁର ପଂଚାୟତ ରଜାଙ୍ଗ ଠାରେ ଏହି ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରୟାସରେ ପ୍ରତିଷ୍ଠା ହୋଇଛି ଏହି ଚିକିତ୍ସାଳୟ। ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଚିକିତ୍ସାଳୟରେ ସମସ୍ତ ପ୍ରକାର ଆଧୁନିକ ଓ ଉନ୍ନତ ଚିକିତ୍ସା ସମ୍ପୂର୍ଣ ମାଗଣାରେ ଉପଲବ୍ଧ ହେବ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaHealth_Kendrapara#HealthcareProject_BaijayantPanda#OdishaDevelopment_SaiAarogyaHospital#BJPInitiative_Kendrapara#FreeMedicalTreatment#MultiSpecialityHospital#OdishaReporter

Advertisment
Kendrapara headlines Odisha development project Sai Arogya Kendrapara Odisha health sector update Odisha breaking news Kendrapara MP news healthcare project Odisha Odisha political news Rajnagar Kendrapara news Danpur Panchayat news Kendrapara latest news BJP Odisha news free treatment hospital Odisha Odisha healthcare update Kendrapara development news Baijayant Panda news Kendrapara hospital bhoomi pujan Sai Arogya hospital Kendrapara news