ଭର୍ତ୍ତୃହରିଙ୍କ ଏ ତେର୍ଚ୍ଛା ବାଣ କାହାକୁ ? | MP Bhartruhari Slams Administration Over Cuttack Bali Yatra | Odisha Reporter
କଟକ ବାଲିଯାତ୍ରାକୁ ନେଇ ସାଂସଦ ଭର୍ତ୍ତୃହରିଙ୍କ ପ୍ରଶାସନକୁ ତେର୍ଚ୍ଛା ବାଣ । ଉପର ପଡ଼ିଆରେ କାଦୁଅ ଅଛି କି, ହେଲେ ତଳ ପଡ଼ିଆ ତ କାଦୁଅ । ଉପର ପଡ଼ିଆରେ ବାଲିଯାତ୍ରା ନ କରିବା ନିଷ୍ପତ୍ତିକୁ ମୁଁ ଭୁଲ କହିଥିଲି । ଗତବର୍ଷ ତତ୍କାଳୀନ ଡିସିପି କାହା ସହ ପରାମର୍ଶ ନ କରି ସତ୍ୟପାଠ ଦେଲେ । ଉପର ପଡ଼ିଆରେ ବାଲିଯାତ୍ରା ନ କରିବା ପାଇଁ ସତ୍ୟପାଠ ଦେବାରୁ ବିବାଦ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Cuttack#baliyatra2025#bhartuharimahatab
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
