Advertisment

ବିଚ୍ ରାସ୍ତାରେ ବିଡିଓଙ୍କ ଗାଲ ଲାଲ୍ କରିଦେଲେ || BDO Assault Case || Nuapada || Work Order ନେଇ ମାରପିଟ ||OR

author-image
Odisha Reporter

ବିଚ୍ ରାସ୍ତାରେ ବିଡିଓଙ୍କ ଗାଲ ଲାଲ୍ କରିଦେଲେ || BDO Assault Case || Nuapada || Work Order ନେଇ ମାରପିଟ || Odisha Reporter
ବିଡିଓଙ୍କୁ ଘେରି ଯାଇଛନ୍ତି 8-10 ଜଣ ଯୁବକ। ଉଚ୍ଚସ୍ୱରରେ ଚାଲିଛି ଯୁକ୍ତିତର୍କ। କାହିଁକି ୱାର୍କ ଅର୍ଡର ଇସ୍ୟୁ କଲେ ବୋଲି ପଚାରୁଛନ୍ତି ପ୍ରଶ୍ନ। ବିଲ୍ ବନ୍ଦ କରିବାକୁ ଧମକ ଦେଇ ଚାପ ବି ପକାଉଛନ୍ତି । ବିଡିଓ ବିନମ୍ର ଭାବେ ମନା କରୁଛନ୍ତି । ଆଉ ଏତିକିରେ ଯୁବକଙ୍କ ମୁଣ୍ଡ ଗରମ ହୋଇଗଲା । ଉତକ୍ଷିପ୍ତ ହୋଇ ବିଡିଓଙ୍କ ଉପରେ କରିଦେଲେ ଆକ୍ରମଣ। ହାତ ଉଠାଇ ଚାପୁଡ଼ା ମାରିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Nuapada#Attack#BDO#Viralvideo#BDOAttack, #WorkOrderIssue, #OdishaBreakingNews, #ViralVideo, #GovernmentOfficer,

Advertisment
public office attack Odisha crime news viral news odia block office violence government officer attack Odisha breaking news BDO attacked work order controversy BDO assault case Odisha National News oriya news today odia khabar odia news live ajira odia news news in odia today news odisha reporter youtube latest oriya news Odisha Reporter odia news odia breaking news latest odia news Odisha News