ଫେବୃଆରୀ 5ରେ ବଡ଼ ଆନ୍ଦୋଳନ | SI Exam Controversy Heats Up | Students Against Corruption Target Govt |OR
CBI ତଦନ୍ତର ସ୍ଥିତି କଣ ? ପୋଲିସ୍ SI ପରୀକ୍ଷା ବିଷୟ ସରକାରଙ୍କୁ ମନେ ପକେଇ ସ୍ଟୁଡେଣ୍ଟ ଏଗନେଷ୍ଟ କରପ୍ସନର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଲେ ସଂଗଠନ ଆବାହକ ବିଭୁତି ଭୂଷଣ ମହାପାତ୍ର। SI ପରୀକ୍ଷା କଥା ମନେ ପକାଇବା ପାଇଁ ଆସନ୍ତା ୫ତାରିଖରେ ଲୋୟର ପିଏମଜି କୁ ମେଧାବୀ ଓଲ୍ହାଇବେ ବୋଲି ସୂଚନା ଦେଇଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Odisha#Siscam#siexam#Bhubaneswar
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
