Advertisment

ହ୍ୟୁମାନ ମୃତ୍ୟୁ ମାମଲାରେ ବଡ଼ ଖୁଲାସା ! || Big Update in Human Sagar Death Case || Odisha Reporter

author-image
Odisha Reporter

#ହ୍ୟୁମାନ_ମୃତ୍ୟୁ_ମାମଲାରେ_ବଡ଼_ଖୁଲାସା !
ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ପୋଲିସର ବଡ଼ ସୂଚନା। ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଛି କହିଲେ ଏସିପି ଜୋନ୍ -୩। ସ୍ବାସ୍ଥ୍ୟଗତ ସମସ୍ୟା ଓ ଆର୍ଥିକ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ପଚରାଉଚରା ହୋଇଛି। ଉଭୟଙ୍କ ବ୍ୟାଙ୍କ ପାସବୁକ ଯାଞ୍ଚ ସହ ଇନ୍ କମ ଟ୍ୟାକ୍ସରୁ ତଥ୍ୟ ସଂଗ୍ରହ ହୋଇଛି। ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ବେହେରାଙ୍କୁ ପଚରାଉଚରା ହୋଇଛି। ଯାହା ନାଁରେ ଅଭିଯୋଗ ଅଛି ସମସ୍ତଙ୍କୁ ପର୍ଯ୍ୟାୟକ୍ରମେ ପଚରାଉଚରା ହେବ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#HumanSagarDeath#PoliceProbe#ACPUpdate#OdishaNews#OdishaReporter

Advertisment
OTV FeeDin latest Odisha news Income tax probe Odisha Police interrogation news Human Sagar controversy Odisha breaking news Bhubaneswar death case Human Sagar police investigation ACP Zone 3 statement Odisha crime news Human Sagar latest news Human Sagar death case Odisha National News oriya news today odia khabar oriya samachar odia news live news in odia odisha reporter youtube national news in odia Odisha Reporter Odisha News