Advertisment

Breaking News : ଟ୍ରାକରୁ ଖସିଲା ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ || Train Derailment Near Jajpur Road! |OR

author-image
Odisha Reporter

Breaking News : ଟ୍ରାକରୁ ଖସିଲା ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ || Train Derailment Near Jajpur Road! || Odisha Reporter
ଅଳ୍ପକେ ବର୍ତ୍ତିଲା ବଡ ଅଘଟଣ, ଟ୍ରାକରୁ ଖସିଲା ୩ଟି ବଗି । ଜଖପୁରାରେ ଷ୍ଟେସନ ନିକଟରେ ଟ୍ରାକରୁ ଖସିଲା ବଗି ୩ଟି । ଚେନ୍ନାଇ ସେଣ୍ଟ୍ରାଲର ଆରମ୍ଭରୁ ଦୁଇଟି ବଗି ଛାଡି ଟ୍ରାକରୁ ଖସିଛି ୩ଟି ବଗି । ଏହି ଟ୍ରେନର ଇଞ୍ଜିନ ଓ ଲଗେଜ ଛାଡିବା ଅନ୍ୟ ୩ଟି ବଗି ଟ୍ରାକରୁ ଖସି ପଡିଛି । ଭଦ୍ରକରୁ ଗୋଟିଏ ରେସକ୍ୟୁ ଟିମ ଯାଜପୁର ରୋଡ ଯାଇଛି । ପୂର୍ବତଟ ରେଲୱେର ସିପିଆରଓ ଦୀପକ ରାଉତ ଏନେଇ ସୂଚନା ଦେଇଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#trainderailment#jajpur#train#chennaicentralexpress

Advertisment
India train derailment train news today railway safety India latest Odisha news Deepak Rout CPRO Bhadrak rescue team bogie derailment Jajpur Road railway news Odisha train news today railway breaking news train accident avoided Indian Railways news East Coast Railway Chennai Central train derailment Odisha breaking news Jajpur Road station news Jajpur train accident Train derailment odia news live odisha reporter youtube Odisha Reporter