‘ସୁଦାନରୁ ଫେରାଇ ଆଣ ମୋ ସ୍ୱାମୀଙ୍କୁ’ | Odia Man Abducted by Rebels in Sudan | Family Begs Govt for Help | Odisha Reporter
ସୁଦାନରେ ଓଡ଼ିଆ ଯୁବକ ଅପହୃତ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହୃତ । ଅପହୃତ ଯୁବକ କୋଟକଣା ଗାଁର ଆଦର୍ଶ ବେହେରା । ଆଦର୍ଶଙ୍କ ସ୍ତ୍ରୀ ଓ ମା' ସରକାରୀ ସ୍ତରରେ ପ୍ରଚେଷ୍ଟା କରି ଶୀଘ୍ର ଫେରାଇ ଆଣିବାକୁ କରିଛନ୍ତି ଗୁହାରି । ଏନେଇ ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ବାଲେଶ୍ୱର ବ୍ୟୁର ଚିଫ୍ ସତ୍ୟଜିତ ସେନାପତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Sudan#odiayouth#Kidnapped#balasore#jagatsinghpur
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
