Advertisment

ଭାଇ କଥା ବୁଝିବ ଭାଉଜ- ମୁଁ ଯାଉଛି ତୁମ ସାନ ଦିଅର | Odisha Reporter

author-image
Odisha Reporter

#ଭାଇ_କଥା_ବୁଝିବ_ଭାଉଜ_ମୁଁ_ଯାଉଛି_ତୁମ_ସାନ_ଦିଅର
ଗଞ୍ଜାମ ପାତ୍ରପୁରର ଜରଡା ଗାଁ। ଏଇ 10 ତାରିଖରେ ଥିଲା ବଡ ଭାଇ ସଞ୍ଜୟର ବାହାଘର। ଏଥିପାଇଁ ସାନ ଭାଇ ସୁବ୍ରତର ଗୋଡ ତଳେ ଲାଗୁନଥିଲା। ସମ୍ପର୍କୀୟଙ୍କୁ ନିମନ୍ତ୍ରଣ ଗୁଆ ଦେବାକୁ ବାଇକରେ ଯାଉଥିଲେ ଦୁଇ ଭାଇ। ଗାଡି ଚଲାଉଥିଲେ ସୁବ୍ରତ। ହେଲେ ଚିକିଟି ଟାମଣା ରାସ୍ତାରେ ଘଟିଗଲା ବଡ ଅଘଟଣ। ରାସ୍ତାକଡରେ ଥିବା ଗଛକୁ ଧକ୍କା ଦେଇଥିଲା ବାଇକ୍, ଛିଟିକି ପଡିଥିଲେ ଦୁଇ ଭାଇ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ନିଆଯାଇଥିଲେ ବି ଆଖି ବୁଜି ଦେଇଥିଲେ ସୁବ୍ରତ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#ganjam#accident#patrapur#Odisha#OdishaReporter

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News