#ପ୍ରମାଣ_ରଖିଛି_ଖୁବଶୀଘ୍ର_ଦେବି
ଯାଜପୁର ଜିଲ୍ଲା ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସରକାରୀ ଜମି ଜବରଦଖଲ ମାମଲା । ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଲେ ପ୍ରଣବ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ତହସିଲ ପ୍ରଶାସନ କରିଛି ଉଛେଦ ପ୍ରକ୍ରିୟା । ତହସିଲ ପ୍ରଶାସନ ପକ୍ଷରୁ ନୋଟିସ ପରେ ପନ୍ତୁରୀ ଠାରେ ଥିବା ୧୨ଏକର ୮୮ଡିସମିଲ ଜାଗାକୁ ଚିହ୍ନଟ କରି ସୀମା ନିର୍ଧାରଣ ପୂର୍ବରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଣବ। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛନ୍ତି ପ୍ରଣବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#pranabbalabantaray#PressMeet#jajpur#dharmasala#BulldozerAction
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us