Advertisment

ପିନ୍ଧିଲେନି ବୁର୍ଖା ସ୍ତ୍ରୀକୁ ଗୁଳି | Man Kills Wife & Daughters Over Burqa Dispute | UP Crime | OR

author-image
Odisha Reporter

ପିନ୍ଧିଲେନି ବୁର୍ଖା ସ୍ତ୍ରୀକୁ ଗୁଳି | Man Kills Wife & Daughters Over Burqa Dispute | UP Crime | Odisha Reporter
ସେ ଚାହୁଁଥିଲା ତା ସ୍ତ୍ରୀ ଓ ଝିଅମାନେ ପରଦା ଭିତରେ ରୁହନ୍ତୁ । ଅର୍ଥାତ୍ ଘରୁ ବାହାରିଲେ ବୁରକା ପିନ୍ଧନ୍ତୁ । ଯେପରିକି ସେମାନଙ୍କୁ କେହି ଦେଖିପାରିବେନି । ନଚେତ୍ ସମାଜରେ ଟାହିଟାପରା କରିବେ । ଇଜ୍ଜତ ଯିବ । ଏମିତି ଚିନ୍ତାଧାରା ଥିଲା ଅଭିଯୁକ୍ତ ଫାରୁକର । ଆଉ ଏହି କୁତ୍ସିତ ଚିନ୍ତାଧାରା ପାଇଁ ସ୍ତ୍ରୀ ସହ ଜନ୍ମକଲା 2 ଝିଅଙ୍କୁ ବୀଭତ୍ସ ହତ୍ୟା କରିଛି ଫାରୁକ୍ । ଗତ ମଙ୍ଗଳବାର ଉତ୍ତରପ୍ରଦେଶର ଶାମଲିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କ ନିଦ ହଜାଇଦେଇଛି ।
#hijab#UttarPradesh#Odisha#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Odisha Reporter national news in odia oriya news today Shocking Crime India Viral Crime News Family Murder Case oriya samachar Crime News India India crime update Shamli triple murder Shamli murder case Uttar Pradesh crime news UP crime today triple murder horror Shamli family murder burqa dispute murder wife daughters killed Shamli police news UP breaking news latest crime news Shamli news today UP law and order