Advertisment

ପିନ୍ଧିଲେନି ବୁର୍ଖା ସ୍ତ୍ରୀକୁ ଗୁଳି | Man Kills Wife & Daughters Over Burqa Dispute | UP Crime | OR

Advertisment

ପିନ୍ଧିଲେନି ବୁର୍ଖା ସ୍ତ୍ରୀକୁ ଗୁଳି | Man Kills Wife & Daughters Over Burqa Dispute | UP Crime | Odisha Reporter
ସେ ଚାହୁଁଥିଲା ତା ସ୍ତ୍ରୀ ଓ ଝିଅମାନେ ପରଦା ଭିତରେ ରୁହନ୍ତୁ । ଅର୍ଥାତ୍ ଘରୁ ବାହାରିଲେ ବୁରକା ପିନ୍ଧନ୍ତୁ । ଯେପରିକି ସେମାନଙ୍କୁ କେହି ଦେଖିପାରିବେନି । ନଚେତ୍ ସମାଜରେ ଟାହିଟାପରା କରିବେ । ଇଜ୍ଜତ ଯିବ । ଏମିତି ଚିନ୍ତାଧାରା ଥିଲା ଅଭିଯୁକ୍ତ ଫାରୁକର । ଆଉ ଏହି କୁତ୍ସିତ ଚିନ୍ତାଧାରା ପାଇଁ ସ୍ତ୍ରୀ ସହ ଜନ୍ମକଲା 2 ଝିଅଙ୍କୁ ବୀଭତ୍ସ ହତ୍ୟା କରିଛି ଫାରୁକ୍ । ଗତ ମଙ୍ଗଳବାର ଉତ୍ତରପ୍ରଦେଶର ଶାମଲିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କ ନିଦ ହଜାଇଦେଇଛି ।
#hijab#UttarPradesh#Odisha#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
India crime update Viral Crime News UP law and order Family Murder Case Shocking Crime India Shamli news today latest crime news Crime News India UP breaking news Shamli police news wife daughters killed burqa dispute murder Shamli family murder triple murder horror UP crime today Uttar Pradesh crime news Shamli murder case Shamli triple murder Odisha Reporter Odisha oriya news today oriya samachar national news in odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe