ମୁଣ୍ଡଳି ବ୍ରିଜରେ କାର୍, ଯୁବକ ନିଖୋଜ || Bhubaneswar Man Missing Near Mahanadi Bridge || Cuttack || OR
କଟକ ମୁଣ୍ଡଳୀ ମହାନଦୀ ପୋଲ ଉପରେ କାର ଥୋଇ ଯୁବକ ନିଖୋଜ। ଗତକାଲି ରାତିରୁ ଏକ କାର ସନ୍ଦେହ ଜନକ ଭାବରେ ପୋଲ ଉପରେ ଥୁଆହୋଇଥିବା ସ୍ଥାନୀୟ ଲୋକ ଦେଖି ପୋଲିସ୍ କୁ ଖବର ଦେଇଥିଲେ। ପରେ କାର ନମ୍ୱର୍ ରୁ ଏହା ଭୁବନେଶ୍ୱର ଅଞ୍ଚଳର ହୋଇଥିବା ଜାଣିବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଯୁବକ ଜଣଙ୍କ ନାଁ ଶକ୍ତିକାନ୍ତ ସାହୁ,ଘର ଭୁବନେଶ୍ୱର ନୂଆ ପଲ୍ଲୀ ଅଞ୍ଚଳରେ ବୋଲି ଜଣାପଡିଛି। ଯୁବକ ଜଣଙ୍କ ନଦୀକୁ ଡେ଼ଇଁ ପଡ଼ିଛନ୍ତି ନା କେଉଁଆଡେ ନିଖୋଜ ହୋଇଯାଇଛନ୍ତି ତାହା ଏବେ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି। ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#cuttack#drowning#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us