#ଲାଞ୍ଚୁଆ_IPSଙ୍କ_ଘରୁ_ଟଙ୍କା_ଦେଖି_ସିବିଆଇ_ଟେରା
ବରିଷ୍ଠ ଆଇପିଏସଙ୍କ ଘରେ ସିବିଆଇ ରେଡ୍। 2009 ବ୍ୟାଚର ଜଣେ ବରିଷ୍ଠ IPS ଅଧିକାରୀ, ଯିଏ ବର୍ତ୍ତମାନ ପଞ୍ଜାବର ରୋପର ରେଞ୍ଜରେ ଡିଆଇଜି ଭାବରେ ନିଯୁକ୍ତ,ତାଙ୍କ ଘରେ ରେଡ ପଡିଛି। ଜଣେ ବ୍ୟକ୍ତିଙ୍କ ଠାରୁ ୮ ଲକ୍ଷ ଲାଞ୍ଚ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ କରିଛି ସିବିଆଇ। ଅଧିକାରୀ ଜଣକ ଅଭିଯୋଗକାରୀଙ୍କଠାରୁ ବାରମ୍ବାର ମାସିକ ବଟି ଚାହୁଁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। CBI has arrested a senior IPS officer in an alleged bribery and corruption case.
Sources say he repeatedly demanded a monthly “Bati” from a complainant — triggering a full-scale CBI raid at multiple locations.
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#chandigarh#CBIRaid#punjab#dig#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us