Advertisment

ଏପ୍ରିଲରୁ ଓଡ଼ିଶାରେ ହେବ ଜନଗଣନା || Odisha Census Begins April 2026 || Odisha Reporter

author-image
Odisha Reporter

ଏପ୍ରିଲରୁ ଓଡ଼ିଶାରେ ହେବ ଜନଗଣନା || Odisha Census Begins April 2026 || Odisha Reporter
ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ। 2027 ଫେବୃଆରୀରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଜଣେ ଲୋକ ନିଜେ ଚାହିଁଲେ ନିଜର ତଥ୍ୟ ଦେଇପାରିବେ ୱେବସାଇଟ ଜରିଆରେ ପଞ୍ଜିକୃତ କରି ପାରିବେ। ମୋବାଇଲ ନମ୍ବରରେ ଓଟିପି ବେସଡ ହେବ। ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ପାରିବେନି କି ଆପରୁ ସ୍କ୍ରିନ ସଟ ମଧ୍ୟ ନେଇପାରିବେ ନାହିଁ। ପ୍ରାୟ 90 ପ୍ରତିଶତ ଅନଲାଇନ ରେ ହେବ। ପୁରା ପ୍ରକ୍ରିୟା କୁ ଉଚ୍ଚ ସ୍ତରୀୟ ମନିଟରିଙ୍ଗ କରାଯିବ। ୧୦୦ ପ୍ରତିଶତ ସଠିକ ଗଣନା କରାଯିବ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Viral News public information Odisha census awareness house and asset census census monitoring system digital governance India census process explained population census India Odisha Government Update census website registration OTP based census self enumeration census census phase 1 house listing Odisha breaking news today digital census India online census registration Census 2027 India Census 2026 Odisha Odisha census news Odisha Reporter