Advertisment

'ସିକ୍ରେଟ ଚାମ୍ବରରେ ଥିଲା ଆପତ୍ତିଜନକ ଫଟୋ, ପେନଡ୍ରାଇଭ୍’ || Big Twist in Pitabas Panda Murder Case || OR

Advertisment

#ପେନଡ୍ରାଇଭରେ_ଥିଲା_ବିକ୍ରମଙ୍କ_ଅପତ୍ତିଜନକ_ଫଟୋ
ପିତବାସ ପଣ୍ଡା ହତ୍ୟା ଘଟଣାର ବଡ ଟ୍ୱିଷ୍ଟ । ପୀତବସ ପଣ୍ଡା ଘରେ ଥିବା ସିକ୍ରେଟ ଚାମ୍ବରରୁ ମିଳିଛି ଆପତ୍ତିଜନକ ଜିନିଷ । ଏହା ସହ ଏକ ପେନ୍ ଡ୍ରାଇଭ୍ । ଯାହା ପୋଲିସ ଦେଇଥିବା ଚାର୍ଜସିଟ୍ ରେ ଉଲ୍ଲେଖ ଅଛି । ତେବେ ଏହାକୁ ପୋଲିସ କୋର୍ଟରେ ଦାଖଲ କରି ନାହିଁ । ସୂଚନା ଦେଇଛନ୍ତି ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Bikrampanda#pendrive#pitabaspandamurder#bikrampanda#Secretchamber

Advertisment
Odisha crime news court evidence issue murder case twist Odisha breaking news Deepak Pattnaik advocate charge sheet update secret chamber case Odisha murder news pen drive evidence controversy Vikram case update Pitabas Panda Murder Case Odisha National News oriya news today odia khabar oriya samachar odia news live ajira odia news odisha reporter youtube latest oriya news national news in odia Odisha Reporter Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe