#ଦୁଷ୍କର୍ମ_ଅଭିଯୁକ୍ତର_ଘର_ଭାଙ୍ଗିଦେଲେ
ପୁରା ଚାନ୍ଦବାଲି ଅଶାନ୍ତ । 24 ଘଣ୍ଟା ହେଲାଣି ହେଲେ ଥମୁନି ପ୍ରତିବାଦର ନିଆଁ । ଜଣେ ୧୦ ବର୍ଷିଆ ନାବାଳିକାକୁ ଦୁଷ୍କର୍ମ ସହ ନୃଂଶସ ହତ୍ୟା ସନ୍ଦେହରେ ଉତ୍ତେଜନା ବଢି ଚାଲିଛି । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ନାରାବାଜି ଓ ଧାରଣା । ଖାଲି ସେତିକି ନୁହେଁ, ସନ୍ଦିଗ୍ଧ ଦୁଷ୍କର୍ମକାରୀର ଘର ଉପରେ ଶୁଝାଇଛନ୍ତି ରାଗ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Chandbali#Rapeandmurder#schoolstudent#protest#Violence#bhadrak
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
