ନାବାଳିକା ଗଣଦୁଷ୍କର୍ମ, ‘ରାତିରେ ପିଲାଙ୍କୁ ମୋବାଇଲ ଦିଅନ୍ତୁନି’ | Child Safety Alert After Balangir Incident | Odisha Reporter
ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିଲେ । ମାମଲାରେ 6ଜଣ ନାବାଳକଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଏସପି କହିଥିଲେ ଅଶ୍ଲୀଳ ଭିଡିଓ ଦେଖି ସହପାଠୀ ଦୁଷ୍କର୍ମ କରିଥିଲେ ଆଉ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିଥିଲେ । ଏବେ ଉତ୍ତରାଞ୍ଚଳ ଆଇଜି କହିଛନ୍ତି ଛୋଟ ପିଲାଙ୍କୁ ରାତିରେ ମୋବାଇଲ ଦିଅନ୍ତୁନି । ସୋସିଆଲ ମିଡିଆ ଦେଖି ଏପରି ଘଟଣା ଘଟାଉଛନ୍ତି ପିଲା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#himanshulal#bolangir#MinorRapeCase
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
