Advertisment

ଖାଁ ଖାଁ ମାଲକାନଗିରି ଏମଭି ୨୬ || Violence in Malkangiri || Odisha Reporter

Advertisment

#ମାଲକାନଗିରିରେ_ଥମୁନି_ଉତ୍ତେଜନା
ମାଲକାନଗିରି MV-26 ଏବଂ ରାଖେଳଗୁଡ଼ା ଗାଁ ମଧ୍ୟରେ ଲାଗିରହିଥିବା ବିବାଦ ଥମିବାର ନାଁ ନେଉନି । ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରଠୁ ଦୁଇ ଗାଁ ମଧ୍ୟରେ ଲାଗି ରହିଛି ବିବାଦ । MV-26 ଗାଁରେ ଗୋଟିଏ ଗୋଷ୍ଠୀ ଲୋକଙ୍କ ଘରଦ୍ବାର ଜାଳି ଦେଇଥିବାବେଳେ MV-3ରେ ବଙ୍ଗୀୟ ସମାଜ ମେଳି କରି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ଉତ୍ତେଜନାକୁ ଦେଖି ଗତକାଲି ସଂଧ୍ୟା ୬ରୁ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ପୋଲିସ ଉପସ୍ଥିତି ସତ୍ତ୍ବେ ବି ଥମୁନି ଉତ୍ତେଜନା
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#MalkangiriNews#OdishaConflict#VillageViolence#RakhelgudaMV26#InterVillageClash#ArsonIncident#InternetShutdown#CommunityTension

Advertisment
village clash Odisha Odisha crime news breaking news today Odisha Police Malkangiri violence Odisha latest update Odisha Viral News Bangiya Samaj protest MV3 protest Internet shutdown Malkangiri Malkangiri clash headless body Malkangiri Odisha breaking news Malkangiri tension Rakhelguda village MV26 village Malkangiri News Odisha National News oriya news today odisha reporter youtube national news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe