#ଆହୁରି_ଅଧିକ_ଯଶସ୍ବୀ_ହେବ_ସିଏମ_ଗ୍ରିଭାନ୍ସ- ମୁଖ୍ୟମନ୍ତ୍ରୀ
ଆମ ସରକାରରେ ସାଧାରଣ ଲୋକଙ୍କୁ ଆମେ ସର୍ବାଗ୍ରେ ରଖିଛୁ । ଦାୟିତ୍ୱ ନେବାର ପ୍ରଥମ ଦିନରୁ ଆମେ ସାଧାରଣ ଲୋକଙ୍କ ସହିତ ମିଶିବା, ସେମାନଙ୍କର ସମସ୍ୟା ଶୁଣିବା ଓ ତାର ପ୍ରତିକାର ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେଇ ଆସିଛୁ।ପୂର୍ବ ୧୫ଟି ପାଳିରେ ଆମର ଏହି ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ପ୍ରତ୍ୟେକ୍ଷ ଭାବେ ଆସି ଅଭିଯୋଗ ଦେଇଥିବା ୧୩,୩୫୮ ଟି ଅଭିଯୋଗ ମଧ୍ୟରୁ ୧୨,୭୪୮ ଅର୍ଥାତ୍ ୯୫ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି : ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#cmmohan#mohanmajhi#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
