Police SI ଡିଲ୍ ପଛରେ କୋଚିଂ ସେଣ୍ଟର ! || SI Exam Corruption Case || Govt Job Recruitment Fraud || Odisha Reporter
SI ପରୀକ୍ଷା କେଳେଙ୍କାରୀ ମାମଲାରେ ସାମ୍ନାକୁ ଆସିଲା ସଂଘାତିକ ତଥ୍ୟ । ଧରାପଡ଼ିଥିବା ୩ ଦଲାଲ କେବଳ ମୋହରା, ପଛରେ ଲୁଚିଛନ୍ତି ଅନେକ ବଡ଼ ମୁଣ୍ଡ । ଜେଲ ଯାଇଥିବା ୧୧୪ ଆଶାୟୀଙ୍କ ମଧ୍ୟରୁ ଅନେକ ନେଉଥିଲେ କୋଚିଂ । ପୋଲିସ ଜେରା ବେଳେ କୋଚିଂ ସେଣ୍ଟର ନାଁ ନେଇଛନ୍ତି ଧରାପଡ଼ିଥିବା ଆଶାୟୀ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#policesiexam#SIExamscam#Odisha#Berhampur#SIRecruitment#coachingcentre
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
