ଭୁବନେଶ୍ୱରର ଟେଲେଣ୍ଟ ରିସର୍ଚ୍ଚ ସେଣ୍ଟର ଆଶ୍ରମରେ ଶିବଲିଙ୍ଗ ଓ ଅର୍ଦ୍ଧନାରୀଶ୍ବରଙ୍କୁ ଅଭିଷେକ କରାଯାଇଛି । ଏହି ପରମ୍ପରା ୧୯୮୯ ମସିହାରୁ ପ୍ରଚଳିତ । ସମସ୍ତ ନୀତିକାନ୍ତି ସହ ପାଳିତ ହୋଇଛି ରଙ୍ଗ ଅଭିଷେକ । ହୋଲି ଦିନ ଏହି ନିଆରା ପରମ୍ପରା ଦେଖିବାକୁ ମିଳେ । ଯେଉଁଠି ରଙ୍ଗରେ ମହାପ୍ରଭୁଙ୍କୁ ଅଭିଷେକ କରାଯାଏ । ଅର୍ଦ୍ଧନାରୀଶ୍ବରଙ୍କୁ ମହିଳାମାନେ ଅଭିଷେକ କରୁଥିବା ବେଳେ ଶିବଲିଙ୍ଗକୁ ବ୍ରାହ୍ମଣ ପୂଜା କରିଥାନ୍ତି । ୨୦ ବର୍ଷରୁ ଅଧିକ ହେବ ଏ ପରମ୍ପରା କରୁଛନ୍ତି ଟେଲେଣ୍ଟ ରିସର୍ଚ୍ଚ ସେଣ୍ଟର ।
#tallentresearchcenter#Bhubaneswar#rareholi#odisha#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
