#ପ୍ରତିଷ୍ଠାତା_ତଦନ୍ତ_ପରିସରକୁ_ଆସନ୍ତୁ
କିସ୍ ଛାତ୍ର ହତ୍ୟା ଘଟଣାରେ ପ୍ରତିଷ୍ଠାତା ତଦନ୍ତ ପରିସରକୁ ଆସିବା ଉଚିତ ବୋଲି କହିଲେ ସାଂସଦ ବଳଭଦ୍ର ମାଝୀ। ଏହି ଘଟଣା ଏକ ବଡ଼ ଘଟଣା, ଏହାକୁ ଗୁରୁତର ସହ ନେଇ ଭଲ ଭାବେ ତଦନ୍ତ କରିବା ସହ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜଡିତ ସମସ୍ତଙ୍କୁ ତଦନ୍ତ କରିସରକୁ ଆଣିବା ଉଚିତ ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#kiss#balabhadramajhi#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us