Advertisment

କାଉନ୍ସିଲର-ଚେୟାରମ୍ୟାନ୍ ମୁହାମୁହିଁ, ଦେଖିବା କେମିତି ନଡ଼ିଆ ପିଟିବ || Nilagiri NAC || Odisha Reporter

Advertisment

#ଏଠୁ_ହଟିବିନି_କେମିତି_ନଡ଼ିଆ_ପିଟିବ_ଦେଖିବି
ନୀଳଗିରି ଏନଏସି କାର୍ଯ୍ୟାଳୟରେ ନୂଆଗାଡି ପୂଜା ସମୟରେ ହାଇଡ୍ରାମା । ଏନଏସି ଚେୟାରମ୍ୟାନ ଓ ଅଫିସରଙ୍କ ସହ 10 ନମ୍ବର ୱାର୍ଡ କାଉନସିଲର ଗୌରାଙ୍ଗ ବିନ୍ଧାଣି ମୁହାଁମୁହିଁ ଯୁକ୍ତିତର୍କର ଭିଡିଓ ଏବେ ସାମ୍ନାକୁ ଆସିଛି। କାଉନସିଲରଙ୍କ ଅଭିଯୋଗ ଅନୁଯାୟୀ ଏନଏସିରେ ବ୍ୟବହୃତ ଅଳିଆ ଗାଡି ପୂବରୁ ବ୍ୟାଟେରୀ ଚାଳିତ ଥିବାବେଳେ ବାରମ୍ବାର ଖରାପ ହେଉଥିଲା । ସେଥିପାଇଁ ରିଜଲ୍ୟୁସନ ହୋଇନପାରି ସ୍ଥଗିତ ଥିଲା । ହେଲେ ମନମୁଖୀ କରି ଚେୟାରମ୍ୟାନ୍ ଓ ଅଫିସର ବ୍ୟାଟେରୀ ଗାଡ଼ି ଆଣିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#nilagiri#nac#chairmanvscouncilor#balasore#FaceOff

Advertisment
councillor vs chairman Odisha Odisha civic body controversy Nilgiri breaking news Balasore district news Odisha viral video today NAC office dispute Odisha political drama Nilgiri latest news battery vehicle issue Odisha NAC chairman controversy Odisha Local Politics Nilgiri councillor viral video Gouranga Bindhani news Nilgiri NAC controversy Nilgiri NAC news National News odisha reporter youtube national news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe