Advertisment

ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍ | Bhubaneswar Gang Rape Case | OR

author-image
Odisha Reporter

ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍ | Bhubaneswar Gang Rape Case | Odisha Reporter
ଭୁବନେଶ୍ୱର ଧଉଳି ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏସନ୍। ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗଞ୍ଜାମରୁ ଗିରଫ କରିଛି ସ୍ପେସାଲ ସ୍କ୍ବାଡ୍ ଓ ଧଉଳି ଥାନା ପୋଲିସ। ଏହାପରେ ତାକୁ କ୍ରାଇମ ସ୍ପଟରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଘଟଣାଠାରୁ ଫେରାର ଥିଲା ଜୋକର ହାପି। ଏବେ ଜୋକର ହାପିର ୨ ସହଯୋଗୀ ଫେରାର ଅଛନ୍ତି।
#OdishaCrime#MinorRapeCase#DhauliPolice#CrimeSceneRecreation#GangRapeProbe#BhubaneswarCrime#PoliceAction#JusticeProcess#GanjamArrest_Odisha#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Reporter Odisha breaking news Odisha reporter news Bhubaneswar crime news Bhubaneswar latest news Odisha crime news today Dhuli gang rape case Dhuli crime scene recreation Joker Happy arrested Satya Prakash Hati arrest minor gang rape case Odisha Dhuli riverbank crime Odisha police special squad Commissionerate Police Bhubaneswar Ganjam arrest news crime scene recreation Odisha Bhubaneswar police news Odia news crime viral crime news Odisha