#ଦାରେ_କାଟିଦେଲେ_ସମ୍ବେଦନଶୀଳ_ଅଙ୍ଗ
ମା’ ଝିଅ ରାସ୍ତାରେ ଯାଉଥିଲେ। ଝିଅକୁ ବୟସ ମାତ୍ର ୧୩ ବର୍ଷ। ଆଉ ଏତିକି ବେଳେ ରାସ୍ତାର ବିପରୀତ ପଟୁ ଆସୁଥିବା ଜଣେ ୩୫ ବର୍ଷୀୟ ଯୁବକ ତାଙ୍କ ଉପରେ ଝପଟି ପଡନ୍ତି। ହାତରେ ଥାଏ ଧାରୁଆ ଧାନକଟା ଦା’। ଏଇଥିରେ ସେ ଝିଅଟି ଉପରକୁ ଆକ୍ରମଣ କରନ୍ତି। କେହି କିଛି ବୁଝିବା ଆଗରୁ ଝିଅଟିର ସମ୍ବେଦନଶୀଳ ଅଙ୍ଗକୁ କ୍ଷତାକ୍ତ କରିପକାନ୍ତି ଦୁବୃର୍ତ୍ତ ଆଉ ସେଠାରୁ ଫେରାର ହୋଇ ଯାଆନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#attack#minorgirl#gujarat
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
