#ବାପା_ମା_ନା_ଜହ୍ଲାଦ_3_ଦିନର_ଛୁଆକୁ_ଫିଙ୍ଗିଦେଲେ
ଏମାନେ ବାପା-ମାଆ ତ ନୁହେଁ, ଜଣେ ଜଣେ ଜହ୍ଲାଦ। ଜନ୍ମକଲା ଛୁଆର ମୁହଁକୁ ଯିଏ ଚାହିଁଲାନି ସେ କି ମାଆ। ଆଉ, ବାପା କଥା ନକହିଲେ ଭଲ। 3ଦିନର କଅଁଳା ଛୁଆକୁ ରାତି ଅଧରେ ଜଙ୍ଗଲରେ ଫୋପାଡିଦେଲା। ଭାବିଥିଲେ ମରିଯିବ, କଥା ଲୁଚିଯିବ। ହେଲେ ଦଇବ ବଂଚାଇଦେଲା ଜୀବନ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#MadhyaPradesh#chhindwara#parent#children
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
