Advertisment

କୋଟିଏ ଟଙ୍କା ପାଇଁ ପୋଲିସ ବାବୁ ସ୍ତ୍ରୀର ପିଏମ ରିପୋର୍ଟ ବଦଳାଇ ଥିଲେ |Dark Secrets of Killer Constable Deepak

author-image
Odisha Reporter

#କୋଟିଏ_ଟଙ୍କା_ପାଇଁ_ପୋଲିସ_ବାବୁ
#ସ୍ତ୍ରୀର_ପିଏମ_ରିପୋର୍ଟ_ବଦଳାଇ_ଥିଲେ !
ମାନିବାକୁ ପଡିବ ଦୀପକର ମୁଣ୍ଡକୁ। ମାରିଲା ତ ମାରିଲା ପୋଷ୍ଟମର୍ଟମ ରିପୋର୍ଟ ବି ବଦଳାଇ ଥିଲା। ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶନୀକୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବାକୁ କରିଥିବା ଅପଚେଷ୍ଟାର ବଡ଼ ଖୁଲାସା କରିବାକୁ ଯାଉଛି ଖୁଣ୍ଟଣୀ ପୋଲିସ। ଲେଡି କନଷ୍ଟେବଳ ଶୁଭମିତ୍ରାକୁ ହତ୍ୟା କରି ଭାବିଥିଲା ଖସିଯିବ ଆଉ କୋଟିଏ ଟଙ୍କା ହାତେଇବ ହେଲେ ନିଜ ମୁର୍ଖାମୀ ପାଇଁ ଧରାପଡ଼ିଯାଇଥିଲା କିଲର କନଷ୍ଟେବଳ ଦୀପକ।
#ShubhamitraMurderCase_Update#AparnaDeathMystery#AparnaPriyadarshini#ColdCaseProbe#MurderInvestigation#KhuntuniPolice#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Odisha Reporter National News national news in odia odisha reporter youtube today news odia news live latest Odisha news Odisha crime news Odisha shocking crime True Crime Odisha Murder Mystery India Killer Constable Deepak Aparna Priyadarshini Murder Lady Constable Murder Case Fake Postmortem Report Insurance Scam Murder Khuntuni Police Investigation Double Murder Case Odisha Police Crime Story Crime News Today