#ହୋଟେଲରେ_ଡେଡବଡି_ଫେରାର_ମାରିଲେ_ମହିଳା
ବାଲେଶ୍ୱରରେ ଚାଞ୍ଚଲ୍ୟ। ହୋଟେଲ ରୁମ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର। ସନ୍ଦେହରେ ମହିଳା । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଥିବା ଏକ ହୋଟେଲରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ହେଲେ ଯୁବକ ସହ ହୋଟେଲ୍ ରୁମରେ ରାତି କଟାଇଥିବା ମହିଳା ଫେରାର ଅଛନ୍ତି। ସମ୍ପୃକ୍ତ ମହିଳାଙ୍କୁ ଖୋଜୁଛି ପୋଲିସ। ଗତକାଲିଠୁ ହୋଟେଲ୍ ରୁମ୍ ଭିତରେ ପଡ଼ି ରହିଛି ମୃତଦେହ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#Balasore#SuspiciousDeath#HotelRoom#BalasorePolice#Sahadebkhunta#YoungManDead#PoliceSearch#CrimeInvestigation#HotelIncident#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
